India Cricket Schedule: ଅକ୍ଟୋବରରେ ଆହୁରି ୫ଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ, ନଭେମ୍ବରରେ ମଧ୍ୟ ଫୁଲ୍ ଆକ୍ସନ; ଦେଖନ୍ତୁ ସିଡ୍ୟୁଲ୍

Indian Cricket Team Schedule: ଭାରତୀୟ କ୍ରିକେଟ୍ ଟିମ୍ ଅକ୍ଟୋବର ଏବଂ ନଭେମ୍ବରରେ ଅନେକ୍ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆ ଅକ୍ଟୋବରରେ ପାଞ୍ଚଟି ମ୍ୟାଚ୍ ଖେଳିବ। ଏହା ସମେତ ଭାରତୀୟ ଦଳ ନଭେମ୍ବର ଆରମ୍ଭରେ ତିନୋଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିବ।

India Cricket Schedule: ଅକ୍ଟୋବରରେ ଆହୁରି ୫ଟି ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ, ନଭେମ୍ବରରେ ମଧ୍ୟ ଫୁଲ୍ ଆକ୍ସନ; ଦେଖନ୍ତୁ ସିଡ୍ୟୁଲ୍
Image Credit: Indian Cricket Team Schedule

About the Author