IPL 2023: BCCIର ବଡ଼ ଆକ୍ସନ, ଏସବୁ ଖେଳାଳିଙ୍କଠାରୁ ଆଦାୟ କଲା ଭାରି ଜରିମାନା; ବର୍ତ୍ତମାନ ଲାଗିବ ବ୍ୟାନ୍!

IPL 2023: ଚଳିତ ଆଇପିଏଲରେ ବିସିସିଆଇ ମଧ୍ୟ କିଛି ଖେଳାଳିଙ୍କଠାରୁ ଜରିମାନା ଆଦାୟ କରିଛି । ଏଥିସହିତ ଏହି ସମସ୍ତ ଖେଳାଳିଙ୍କ ଉପରେ ବ୍ୟାନ୍ ଲାଗିବାର ଆଶଙ୍କା ମଧ୍ୟ ବଢ଼ୁଛି । ଏହି ସମସ୍ତ ଖେଳାଳିଙ୍କୁ ଆଇପିଏଲର ଚଳିତ ସିଜନରେ ଅଧିନାୟକତ୍ୱ ପରିଚାଳନା କରୁଥିବାବେଳେ ଜରିମାନା ଦେବାକୁ ପଡ଼ିଛି ।

IPL 2023: BCCIର ବଡ଼ ଆକ୍ସନ, ଏସବୁ ଖେଳାଳିଙ୍କଠାରୁ ଆଦାୟ କଲା ଭାରି ଜରିମାନା; ବର୍ତ୍ତମାନ ଲାଗିବ ବ୍ୟାନ୍!

About the Author