IPL New Schedule: ଘୋଷଣା ହେଲା ଆଇପିଏଲ ନୂଆ ସୂଚୀ, ଏହିଦିନ ଖେଳାଯିବ ଫାଇନାଲ୍ ମ୍ୟାଚ୍

IPL 2025 New Schedule Update: ଆଇପିଏଲ ୨୦୨୫ ର ନୂତନ ସୂଚୀ ଘୋଷଣା କରାଯାଇଛି। ସ୍ଥଗିତ ଆଇପିଏଲ ପୁଣିଥରେ ୧୭ ମଇରୁ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଧ୍ୟ ବିଳମ୍ବ ହୋଇଛି। ଏବେ IPL 2025ର ଫାଇନାଲ୍ ୨୫ ମଇରେ ଅନୁଷ୍ଠିତ ହେବ ନାହିଁ।

IPL New Schedule: ଘୋଷଣା ହେଲା ଆଇପିଏଲ ନୂଆ ସୂଚୀ, ଏହିଦିନ ଖେଳାଯିବ ଫାଇନାଲ୍ ମ୍ୟାଚ୍

About the Author