IPL 2026 Auction: ପୃଥ୍ୱୀ ଶ'ଙ୍କଠାରୁ ଆରମ୍ଭ କରି ସରଫରାଜ ଖାନ ପର୍ଯ୍ୟନ୍ତ, ପ୍ରଥମ ରାଉଣ୍ଡରେ ଏହି ବଡ଼ ଖେଳାଳି ମାନେ UNSOLD

IPL 2026 ମେଗା ନିଲାମରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ସବୁଠାରୁ ଚର୍ଚ୍ଚିତ ନାମ ହେଉଛି ଭାରତୀୟ ବ୍ୟାଟସମ୍ୟାନ୍ ସରଫରାଜ ଖାନ। ତାଙ୍କର ପ୍ରଭାବଶାଳୀ ଘରୋଇ ପ୍ରଦର୍ଶନ ସତ୍ତ୍ୱେ, ସରଫରାଜ ଖାନଙ୍କୁ କୌଣସି ଫ୍ରାଞ୍ଚାଇଜ୍ କିଣି ନ ନାହାଁନ୍ତି।

IPL 2026 Auction: ପୃଥ୍ୱୀ ଶ'ଙ୍କଠାରୁ ଆରମ୍ଭ କରି ସରଫରାଜ ଖାନ ପର୍ଯ୍ୟନ୍ତ, ପ୍ରଥମ ରାଉଣ୍ଡରେ ଏହି ବଡ଼ ଖେଳାଳି ମାନେ UNSOLD
Image Credit: IPL 2026 Auction

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More