RCB vs KKR: ବର୍ଷା ଯୋଗୁଁ ବାତିଲ ହେଲା କୋଲକାତା-ବେଙ୍ଗାଲୁରୁ ମ୍ୟାଚ୍; ପ୍ଲେଅଫ୍‌ରୁ ବାଦ ପଡ଼ିଲା KKR, ଟେବୁଲ୍‌ ଏହି ସ୍ଥାନରେ RCB

IPL Points Table 2025 After RCB vs KKR: ବର୍ଷା ଯୋଗୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବନାମ କୋଲକାତା ନାଇଟ୍ ରାଇଡର୍ସ ମ୍ୟାଚ୍ ଧୋଇ ଯାଇଥିଲା। KKR ପ୍ଲେଅଫ୍ ଦୌଡ଼ରୁ ବାଦ ପଡ଼ିଛି।

RCB vs KKR: ବର୍ଷା ଯୋଗୁଁ ବାତିଲ ହେଲା କୋଲକାତା-ବେଙ୍ଗାଲୁରୁ ମ୍ୟାଚ୍; ପ୍ଲେଅଫ୍‌ରୁ ବାଦ ପଡ଼ିଲା KKR, ଟେବୁଲ୍‌ ଏହି ସ୍ଥାନରେ RCB
Image Credit: IPL Points Table 2025 After RCB vs KKR

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments