IND vs SA: ଟିମ୍ ଇଣ୍ଡିଆ ଶିବିରରେ ଟେନସନ୍, ODI ସିରିଜରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଷ୍ଟାର ଖେଳାଳି

India vs South Africa: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଦ୍ରୁତ ବୋଲର ଜସପ୍ରିତ ବୁମରାହ ୩୦ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜରେ ଖେଳି ନ ପାରନ୍ତି।

IND vs SA: ଟିମ୍ ଇଣ୍ଡିଆ ଶିବିରରେ ଟେନସନ୍, ODI ସିରିଜରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଷ୍ଟାର ଖେଳାଳି
Image Credit: India vs South Africa ODI series

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More