KL Rahul ଶତକ ମାରି ରଚିଲେ ଇତିହାସ, ବନିଗଲେ ଏପରି କରିଥିବା ଆଇପିଏଲର ଏକମାତ୍ର ବ୍ୟାଟସମ୍ୟାନ୍

KL Rahul Century: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୫ ର ୬୦ ତମ ମ୍ୟାଚ୍‌ରେ କେଏଲ ରାହୁଲ ୬୦ ବଲ୍‌ରେ ନିଜର ଶତକ ହାସଲ କରିଥିଲେ। ସେ ଦିଲ୍ଲୀ ଇନିଂସ୍ ଓପନ୍ କରିବାକୁ ଆସିଥିଲେ ଏବଂ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ।

KL Rahul ଶତକ ମାରି ରଚିଲେ ଇତିହାସ, ବନିଗଲେ ଏପରି କରିଥିବା ଆଇପିଏଲର ଏକମାତ୍ର ବ୍ୟାଟସମ୍ୟାନ୍
Image Credit: KL Rahul Century vs Gujarat Titans

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments