IND vs SA: ପ୍ଲେଇଂ ଇଲେଭେନକୁ ନେଇ ଦ୍ୱନ୍ଦ୍ୱରେ କେଏଲ ରାହୁଲ, କାହାକୁ କରିବେ ସାମିଲ ଏବଂ କାହାକୁ ଦେବେ ବାଦ?

India vs South Africa 1st ODI: ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍ ପାଇଁ କେଏଲ ରାହୁଲଙ୍କୁ ଟିମ୍ ଇଣ୍ଡିଆର ଅଧିନାୟକ ନିଯୁକ୍ତ କରାଯାଇଛି। ନଭେମ୍ବର ୩୦ ତାରିଖ ରବିବାର ଦିନ ରାଞ୍ଚିରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବ।

IND vs SA: ପ୍ଲେଇଂ ଇଲେଭେନକୁ ନେଇ ଦ୍ୱନ୍ଦ୍ୱରେ କେଏଲ ରାହୁଲ, କାହାକୁ କରିବେ ସାମିଲ ଏବଂ କାହାକୁ ଦେବେ ବାଦ?
Image Credit: India vs South Africa 1st ODI

About the Author