BCCI ଧମକ ଆଗରେ ସରେଣ୍ଡର କଲେ ମୋହସିନ ନକଭି, UAE ବୋର୍ଡକୁ ହସ୍ତାନ୍ତର କଲେ ଏସିଆ କପ୍ ଟ୍ରଫି

Asia Cup Trophy Row: ପାକିସ୍ତାନ ସରକାରଙ୍କ ମନ୍ତ୍ରୀ ତଥା ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମୋହସିନ ନକଭି ଏସିଆ କପ୍ ଟ୍ରଫିକୁ ନେଇ ଫସିଯାଇଥିବା ଜଣାପଡ଼ିଛି। ରବିବାର ଭାରତକୁ ଟ୍ରଫି ଦିଆଯାଇ ନଥିଲା କାରଣ ଭାରତୀୟ ଦଳ ପାକିସ୍ତାନ ସରକାରଙ୍କ ମନ୍ତ୍ରୀ ଏବଂ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା।

BCCI ଧମକ ଆଗରେ ସରେଣ୍ଡର କଲେ ମୋହସିନ ନକଭି, UAE ବୋର୍ଡକୁ ହସ୍ତାନ୍ତର କଲେ ଏସିଆ କପ୍ ଟ୍ରଫି
Image Credit: Asia Cup 2025 Trophy Row

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More