Namibia Cricket: ଆନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ବଡ଼ ଓଲଟଫେର; ନାମିବିଆଠାରୁ ପରାସ୍ତ ହେଲା ଦକ୍ଷିଣ ଆଫ୍ରିକା

Nambia Beats South Africa: କ୍ରିକେଟ ଇତିହାସର ଏହା ସବୁଠାରୁ ବଡ ଓଲଟଫେର ମଧ୍ୟରୁ ଗୋଟିଏ ହୋଇପାରେ। ନାମିବିଆ ଏକ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୪ ୱିକେଟ୍‌ରେ ପରାସ୍ତ କରିଛି।

Namibia Cricket: ଆନ୍ତର୍ଜାତୀୟ କ୍ରିକେଟର ସବୁଠାରୁ ବଡ଼ ଓଲଟଫେର; ନାମିବିଆଠାରୁ ପରାସ୍ତ ହେଲା ଦକ୍ଷିଣ ଆଫ୍ରିକା
Image Credit: Namibia Stuns South Africa

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More