New Zealand's squad: ଭାରତ ବିପକ୍ଷ ODI ଏବଂ T20I ସିରିଜ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ, ବାଦ ପଡ଼ିଲେ ଏହି ଭେଟେରାନ୍

New Zealand's squad: ଭାରତ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ଟି-୨୦ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ମାଇକେଲ ବ୍ରେସୱେଲ ଦିନିକିଆ ଦଳର ଅଧିନାୟକ ହେବେ। ଯେତେବେଳେ ମିଚେଲ ସାଣ୍ଟନର ଟି-୨୦ ଦଳର ନେତୃତ୍ୱ ନେବେ। ଦିନିକିଆ ସିରିଜ ପାଇଁ ଭାରତର ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

New Zealand's squad: ଭାରତ ବିପକ୍ଷ ODI ଏବଂ T20I ସିରିଜ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲ୍ୟାଣ୍ଡ, ବାଦ ପଡ଼ିଲେ ଏହି ଭେଟେରାନ୍
Image Credit: New Zealand Unveils India Tour Squads

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More