Odisha News:୨୫ ତମ କାଠବାଂଉଁଶୂଳି ଅଲ୍ ଇଣ୍ଡିଆ ପ୍ରିମିୟମ ଲିଗ୍ ଉଦଯାପିତ

Odisha News: କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ପଞ୍ଚାୟତ କାଠବାଂଉଁଶୂଳି ନେତାଜୀ ୟୁଥ୍ ଆସୋସିଏସନ୍ ଆନୁକୁଲ୍ୟରେ ୨୫ ତମ ଅଲ୍ ଇଣ୍ଡିଆ ପ୍ରିମିୟମ ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରୌପ୍ୟ ଜୟନ୍ତୀର ଉଦଯାପିତ ହୋଇଯାଇଛି। ୬ ୱିକେଟ୍ ହରାଇ ୧୩୦ ରନ କରି ୪ ୱିକେଟରେ ବିଜୟ ସହ ଚଳିତ ବର୍ଷ ଚାମ୍ପିଅନ ହୋଇଛି।

Odisha News:୨୫ ତମ କାଠବାଂଉଁଶୂଳି ଅଲ୍ ଇଣ୍ଡିଆ ପ୍ରିମିୟମ ଲିଗ୍ ଉଦଯାପିତ

About the Author