୩୦ତମ ଜାତୀୟ ସବ-ଜୁନିଅର ଟେନିସ ବଲ କ୍ରିକେଟ ଚାମ୍ପିୟାନସିପ ପାଇଁ ଓଡିଶା ଦଳର ରାଜସ୍ଥାନ ଗସ୍ତ

ଅରମାନ ମହାପାତ୍ର, ସଚ୍ଚିଦାନନ୍ଦ ମାଳି, ରାହୁଲ ସାହାଣୀ, ସୁଜିତ ବେହେରା, ସାଇ ଶ୍ରବଣ କୁମାର ଧଳ, ମହମ୍ମଦ ସାହିଲ ଖାଁ , ସୁନୀଲ କୁମାର ମହାରଣା (କୋଚ) ଏବଂ ଟି ଦିଲେଶ୍ଵର ରାଓ (ମ୍ୟାନେଜେର) ଚଳିତ ଚମ୍ପିୟାନସିପ ରେ ଭାଗ ନେବା ପାଇଁ ଯାତ୍ରା କରିଛନ୍ତି . ସମସ୍ତ ଓଡିଶା ସବ-ଜୁନିଅର ଦଳକୁ ଓଡିଶା ଟେନିସ ବଲ କ୍ରିକେଟ ସଂଘର ଅଧକ୍ଷ୍ୟ ସୁରଜ ମିଶ୍ର, ସମ୍ପାଦକ ଶିଥିଳ ପଣ୍ଡା,ସହ ସମ୍ପାଦକ ସୋମନାଥ ପରିଡା, ମୁଖ୍ୟ କୋଚ ଚକ୍ରଧର ମାଝୀ ଓ ରଞ୍ଜନ କୁମାର ନାୟକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

୩୦ତମ ଜାତୀୟ ସବ-ଜୁନିଅର ଟେନିସ ବଲ କ୍ରିକେଟ ଚାମ୍ପିୟାନସିପ ପାଇଁ ଓଡିଶା ଦଳର ରାଜସ୍ଥାନ ଗସ୍ତ

About the Author