Manu Bhaker Family Accident: ଅଲମ୍ପିଆନ ସୁଟର ମନୁ ଭାକରଙ୍କ ଘରେ ଶୋକର ଛାୟା, ଦୁର୍ଘଟଣାରେ ଚାଲିଗଲେ ପରିବାରର ୨ ଜଣ

Manu Bhaker Family Accident:ସକାଳେ ଦୁହେଁ ଏକ ସ୍କୁଟିରେ ବାହାରକୁ ଯାଇଥିଲେ। ଯୁଦ୍ଧବୀରଙ୍କୁ ତାଙ୍କ ମା' ସାବିତ୍ରୀଙ୍କୁ ଲୋହାରୁ ଛକରେ ଥିବା ତାଙ୍କ ସାନ ଭାଇଙ୍କ ଘରେ ଛାଡ଼ିବାକୁ ଯାଉଥିଲେ। ମା'ଙ୍କୁ ଛାଡି ଡ୍ୟୁଟିରେ ଯିବାର ଥିଲା ମନୁଭାକର ଙ୍କ ମାମୁଁ ଯୁଦ୍ଧବୀର।ହେଲେ ବାଟରେ କିନ୍ତୁ ଛକି ବସିଥିଲା ଯମ ଯାହା ଫଳରେ ଦୁର୍ଘଟଣାର ଶିକାର ହୋଇଥିଲେ ଉଭେୟ।

Manu Bhaker Family Accident: ଅଲମ୍ପିଆନ ସୁଟର ମନୁ ଭାକରଙ୍କ ଘରେ ଶୋକର ଛାୟା, ଦୁର୍ଘଟଣାରେ ଚାଲିଗଲେ ପରିବାରର ୨ ଜଣ

About the Author

Rashmita Sahoo

Rashmita Sahoo

ଦୀର୍ଘ୫ ବର୍ଷ ଧରି ଜୀ ପରିବାର ସହ ମୁଁ ଜଡ଼ିତ...ଆଉ ଏ ଯାତ୍ରା ଆଗକୁ ବି ଜାରି ରହିବ
      
Read More