Mohsin Naqvi Gold Medal: ପାକିସ୍ତାନର ନିର୍ଲଜ୍ଜତା ଦେଖନ୍ତୁ; ଭାରତକୁ ଟ୍ରଫି ନ ଦେବା ମୋହସିନ ନକଭି ଦେଉଛି ସ୍ୱର୍ଣ୍ଣ ପଦକ

Mohsin Naqvi Gold Medal: ୨୦୨୫ ଏସିଆ କପ୍ ଫାଇନାଲ୍ ପରେ ଏକ ବଡ଼ ବିବାଦ ହୋଇଥିଲା। ଟିମ୍ ଇଣ୍ଡିଆର ବିଜୟ ସତ୍ତ୍ୱେ ଦଳକୁ ଟ୍ରଫି ପ୍ରଦାନ କରାଯାଇ ନଥିଲା। ଏଥିପାଇ ମୋହସିନ୍ ନକଭି ସ୍ୱର୍ଣ୍ଣ ପଦକ ପାଇବାକୁ ଯାଉଛନ୍ତି।

Mohsin Naqvi Gold Medal: ପାକିସ୍ତାନର ନିର୍ଲଜ୍ଜତା ଦେଖନ୍ତୁ; ଭାରତକୁ ଟ୍ରଫି ନ ଦେବା ମୋହସିନ ନକଭି ଦେଉଛି ସ୍ୱର୍ଣ୍ଣ ପଦକ
Image Credit: Mohsin Naqvi Gold Medal

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments