Mahieka Sharma Photos: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଡେଟ୍ କରୁଛନ୍ତି ମାହିକା ଶର୍ମା! ଦେଖନ୍ତୁ ତାଙ୍କର ୧୦ ସୁନ୍ଦର ଫଟୋ

Written ByJagdish Barik
Published: Oct 11, 2025, 05:34 PM IST|Updated: Oct 11, 2025, 05:36 PM IST

Mahika Sharma Photos: ମାହିକା ଶର୍ମା ବର୍ତ୍ତମାନ ନିଜର ସୁନ୍ଦର ଫଟୋ ଏବଂ ଚମତ୍କାର ଲୁକ୍ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କୁ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଯୋଡାଯାଉଛି।

 

Mahika Sharma 10 Stunning Pics: ମାହିକା ଶର୍ମା ନିଜର ଆକର୍ଷଣୀୟ ଲୁକ୍ ଏବଂ ଷ୍ଟାଇଲିସ୍ ଫଟୋ ପାଇଁ ସୋସିଆଲ ମିଡିଆ ସେନସେସନ୍ ପାଲଟିଛନ୍ତି। ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ବିମାନବନ୍ଦରରେ ନଜର ଆସୁଛନ୍ତି। ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଦୁହେଁ ଦୁହିଁକୁ ଡେଟ୍ କରୁଛନ୍ତି।