Advertisement
Photo Details/zeeodisha/odisha2747539
Zee OdishaPhotosRohit Sharma: ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ରୋହିତ ଶର୍ମା
photoDetails0hindi

Rohit Sharma: ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଲେ ରୋହିତ ଶର୍ମା

ବର୍ତ୍ତମାନ ଆଇପିଏଲ୍ ୨୦୨୫ ଚାଲିଥିବା ସମୟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ରୋହିତ ଶର୍ମା ।

1/6

ଟେଷ୍ଟ ଅଧିନାୟକ ପଦରୁ ହଟିବା ସୂଚନା ପାଇବା ମାତ୍ରେ ଅବସର ନେଇ ଘୋଷଣା କରିଛନ୍ତି ରୋହିତ । ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ସିରିଜ ପରାଜୟ ପାଇଁ ବେଶ୍ ସମାଲୋଚିତ ହୋଇଥିଲେ ରୋହିତ

2/6

ପୂର୍ବରୁ ମଧ୍ୟ T20ରୁ ସନ୍ନ୍ୟାସ ନେବା ସମ୍ପର୍କରେ ଘୋଷଣା କରିଥିଲେ ରୋହିତ

3/6

ମାତ୍ର ଦିନିକିଆ କ୍ରିକେଟ ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି ।

4/6

ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ପୂର୍ବରୁ ରୋହିତ ଏମିତି ଘୋଷଣା କରିବା ରୋହିତଙ୍କ ପ୍ରଶଂସକକୁ ଦୁଖ ଦେଇଛି ।

5/6

ରୋହିତଙ୍କ ଟେଷ୍ଟ କ୍ୟାରିୟରରେ ୧୨ ଶତକ ଏବଂ ୧୮ ଅର୍ଦ୍ଧଶତକ ସାମିଲ ରହିଛି । ୩୮ ବର୍ଷୀୟ ରୋହିତ୍ ୬୭ ଟେଷ୍ଟରେ ୪୦.୫୭ ହାରରେ ୪୩୦୧ ରନ କରିଛନ୍ତି ।

6/6

ବର୍ତ୍ତମାନ ସମୟରେ ସେ ଭାରତ ଟେଷ୍ଟ ଓ ଦିନିକିଆ ଟିମର ଅଧିନାୟକ ଦାୟିତ୍ୱ ତୁଳାଉଥିଲେ ।