Advertisement
Photo Details/zeeodisha/odisha2675827
Zee OdishaPhotosICC Champion Trophy: ଭାରତର ଐତିହାସିକ ବିଜୟ ପରେ ଗ୍ରାଉଣ୍ଡରୁ ଭାଇରାଲ ହେଉଛି ଏହି ଫଟୋ...
photoDetails0hindi

ICC Champion Trophy: ଭାରତର ଐତିହାସିକ ବିଜୟ ପରେ ଗ୍ରାଉଣ୍ଡରୁ ଭାଇରାଲ ହେଉଛି ଏହି ଫଟୋ...

ICC Champion Trophy: ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଛି। ତିନିଥର ଆଇସିସି ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି। ଭାରତ ପ୍ରଥମେ ଶ୍ରୀଲଙ୍କା ସହିତ ୨୦୦୨ ରେ ସ1ରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ମିଳିତ ବିଜେତା ହୋଇଥିଲା। ଏହା ପରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଭାରତ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଜିତିଥିଲା।

1/19

2/19

3/19

4/19

5/19

6/19

7/19

8/19

9/19

10/19

11/19

12/19

13/19

14/19

15/19

16/19

17/19

18/19

19/19