Rishabh Pant Century: ଧୋନିଙ୍କ ରେକର୍ଡ ହେଲା ଚୁରମାର, ଇଂଲଣ୍ଡ ମାଟିରେ ଇତିହାସ ରଚିଲେ ରିଷଭ ପନ୍ତ

Written ByJagdish Barik
Published: Jun 21, 2025, 05:49 PM IST|Updated: Jun 21, 2025, 05:55 PM IST

Rishabh Pant Test Century: ଇଂଲଣ୍ଡର ଲିଡ୍ସରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଚମତ୍କାର ପ୍ରଦର୍ଶନ ଲଗାତାର ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି। ପ୍ରଥମ ଦିନରେ ଓପନର୍ ଯଶସ୍ୱୀ ଜୟସ୍ୱାଲ ଏବଂ ଅଧିନାୟକ ଶୁବମନ ଗିଲ୍ ଚମତ୍କାର ଶତକ ହାସଲ କରିଥିଲେ। 