Shubman Gill: ଇତିହାସ ରଚିଲେ ଶୁବମନ ଗିଲ, ଶତକ ମାରି WTC ରେ ଭାଙ୍ଗିଲେ ରୋହିତଙ୍କ ବଡ଼ ରେକର୍ଡ

Written ByJagdish Barik
Published: Oct 11, 2025, 02:51 PM IST|Updated: Oct 11, 2025, 02:59 PM IST

Gill Breaks Rohit Record: ଶୁବମନ ଗିଲ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ଦଶମ ଟେଷ୍ଟ ଶତକ ହାସଲ କରିଛନ୍ତି। ଏହି ଶତକ ସହ ଗିଲ୍ ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗି WTC ଇତିହାସରେ ସର୍ବାଧିକ ଶତକ ଲଗାଇଥିବା ଭାରତୀୟ ଖେଳାଳି ହୋଇଛନ୍ତି।