ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ବଡ଼ ବୟାନ ଦେଲେ ଶାସ୍ତ୍ରୀ; କହିଲେ- ସବୁବେଳେ ସେ ...

ଭାରତର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ (Ravi Shastri) କହିଛନ୍ତି ଯେ ବର୍ତ୍ତମାନର ଟିମ୍ ଓ ଖେଳାଳିଙ୍କ ସମ୍ପୂର୍ଣ୍ଣ ଫାଇଦା କିପରି ନେଇହେବ ତାହା ରୋହିତ ଶର୍ମା ଭଲଭାବେ ଜାଣିଛନ୍ତି । ଦଳ ପାଇଁ ଯାହା ଭଲ ତାହା ସେ ସର୍ବଦା କରିବେ ।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ନେଇ ବଡ଼ ବୟାନ ଦେଲେ ଶାସ୍ତ୍ରୀ; କହିଲେ- ସବୁବେଳେ ସେ ...

About the Author