Sachin Tendulkar: ସଚିନ ତେନ୍ଦୁଲକର ହେବେ କି ବିସିସିଆଇର ପରବର୍ତ୍ତୀ ସଭାପତି? ଦେଲେ ଏକ ବଡ଼ ଅପଡେଟ୍

Sachin Tendulkar on BCCI Head:ରତୀୟ କ୍ରିକେଟର ମହାନ ବ୍ୟାଟସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ସଚିନ୍ ତେନ୍ଦୁଲକର ଗୁରୁବାର ଦିନ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ପରବର୍ତ୍ତୀ ସଭାପତି ହେବାକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି।

Sachin Tendulkar: ସଚିନ ତେନ୍ଦୁଲକର ହେବେ କି ବିସିସିଆଇର ପରବର୍ତ୍ତୀ ସଭାପତି? ଦେଲେ ଏକ ବଡ଼ ଅପଡେଟ୍
Image Credit: Sachin Tendulkar on BCCI Head

About the Author