IND W vs SL W: ଶେଫାଲି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ଦ୍ୱିତୀୟ ଟି୨୦ରେ ପରାସ୍ତ କଲା ଟିମ୍ ଇଣ୍ଡିଆ

IND W vs SL W 2nd T20I: ଭାରତ ଏବଂ ଶ୍ରୀଲଙ୍କା ମହିଳା ଦଳ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ବିଶାଖାପାଟଣାରେ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌କୁ ୭ ୱିକେଟରେ ଜିତି ନେଇଛି। ଟିମ୍ ଇଣ୍ଡିଆ ଏବେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୨-୦ରେ ଆଗୁଆ ଅଛି।

IND W vs SL W: ଶେଫାଲି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଶ୍ରୀଲଙ୍କାକୁ ଦ୍ୱିତୀୟ ଟି୨୦ରେ ପରାସ୍ତ କଲା ଟିମ୍ ଇଣ୍ଡିଆ
Image Credit: India Women Crush Sri Lanka in 2nd T20I

About the Author