Asia Cup 2025:ଆଜି ଦୁବାଇ ଷ୍ଟାଡିୟମରେ ଭାରତ -ବାଂଲାଦେଶ ଟକ୍କର

IND vs BAN Asia Cup 2025: ଚଳିତ ଏସିଆ କପ୍ ର ସୁପର-୪ ରାଉଣ୍ତରେ ଆଜି ଭାରତ -ବାଂଲାଦେଶ ସାମ୍ନାସାମି ହେବେ। ଭାରତର ପଲ୍ଲା ଭାରି ରହିଥିଲେ ହେଁ, ବାଲାଦେଶ ବିଜୟ ପାଇଁ ସବୁ ଶକ୍ତି ଖଟାଇବ। ପରାଜିତ ହେଲେ ଫାଇନାଲ୍ରେ ପହଞ୍ଚିବା କଷ୍ଟକର ହେବ।

Asia Cup 2025:ଆଜି ଦୁବାଇ ଷ୍ଟାଡିୟମରେ ଭାରତ -ବାଂଲାଦେଶ ଟକ୍କର

About the Author