Suryakumar Yadav: ଆଇସିସି ଶୁଣାଣିରେ ହାଜର ହେଲେ ସୂର୍ଯ୍ୟକୁମାର ଯାଦବ; ମିଳିପାରେ ଏହି ସଜ୍ଜା

Asia Cup 2025: ଏସିଆ କପ୍ ୨୦୨୫ ଲିଗ୍ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ୭ ୱିକେଟ୍‌ରେ ବିଜୟ ପରେ ସୂର୍ଯ୍ୟକୁମାର ଯାଦବଙ୍କ ବୟାନ ସମ୍ପର୍କରେ ICC ନିକଟରେ PCB ଅଭିଯୋଗ ଦାଖଲ କରିଥିଲା

Suryakumar Yadav: ଆଇସିସି ଶୁଣାଣିରେ ହାଜର ହେଲେ ସୂର୍ଯ୍ୟକୁମାର ଯାଦବ; ମିଳିପାରେ ଏହି ସଜ୍ଜା
Image Credit: Suryakumar Yadav News

About the Author