ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ମିଳିବ ଏକଲବ୍ୟ ପୁରସ୍କାର

ଚଳିତ ବର୍ଷ ପାଇଁ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ଅନ୍ତର୍ଜାତୀୟ ତାରକା ଶ୍ୱେତପର୍ଣ୍ଣା । ଏକଲବ୍ୟ ପୁରସ୍କାର ପାଇବା ଅବସରରେ ତାଙ୍କୁ ୭ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ।

ଶ୍ୱେତପର୍ଣ୍ଣା ପଣ୍ଡାଙ୍କୁ ମିଳିବ ଏକଲବ୍ୟ ପୁରସ୍କାର

About the Author