India Squad: ଇଂଲଣ୍ଡ ଗସ୍ତ ପାଇଁ ଦଳ ଘୋଷଣା କଲା BCCI, ଏହି ଖେଳାଳିମାନଙ୍କୁ ମିଳିଲା ସ୍ଥାନ

India Tour of England 2025 Women Squad: ଇଂଲଣ୍ଡ ଗସ୍ତ ପାଇଁ ବିସିସିଆଇ ଟିମ୍ ଇଣ୍ଡିଆ ଘୋଷଣା କରିଛି। ଏହି ଗସ୍ତରେ ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ।

India Squad: ଇଂଲଣ୍ଡ ଗସ୍ତ ପାଇଁ ଦଳ ଘୋଷଣା କଲା BCCI, ଏହି ଖେଳାଳିମାନଙ୍କୁ ମିଳିଲା ସ୍ଥାନ
Image Credit: India Tour of England 2025 Women Squad

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More