Champions Trophy 2025: ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଛାଡି ଘରକୁ ଫେରିଲେ ଭାରତୀୟ ବୋଲିଂ କୋଚ୍

Champions Trophy 2025: ପାରିବାରିକ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ମୋର୍କେଲଙ୍କୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଘରକୁ ଫେରିବାକୁ ପଡିଛି। ଭାରତୀୟ ବୋଲିଂ ଆକ୍ରମଣକୁ ମାର୍ଗଦର୍ଶନ କରିବାରେ ମୋର୍କେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଷ୍ଟାର ଦ୍ରୁତ ବୋଲର ଜସପ୍ରିତ ବୁମରାହଙ୍କୁ ପୂର୍ବରୁ ଦଳରେ ସାମିଲ କରାଯାଇ ନାହିଁ।

Champions Trophy 2025: ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଟିମ୍ ଛାଡି ଘରକୁ ଫେରିଲେ ଭାରତୀୟ ବୋଲିଂ କୋଚ୍
Image Credit: Champions Trophy 2025

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments