ଦକ୍ଷିଣ ଆଫ୍ରିକା ଅଭିମୁଖେ ଟିମ୍ ଇଣ୍ଡିଆ, BCCI ଫଟୋରୁ ବିରାଟ ନିଖୋଜ

India vs South Africa: ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକା ସହିତ ୩ଟି ଟେଷ୍ଟ ଏବଂ ୩ ଟି ODI ଖେଳିବାକୁ ପଡିବ । ପ୍ରଥମ ଟେଷ୍ଟ ମ୍ୟାଚ୍ ୨୬ ଡିସେମ୍ବରରେ ସେଞ୍ଚୁରିଅନରେ (Centurion) ଖେଳାଯିବ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଗୁରୁବାର ମୁମ୍ବାଇରୁ ବିଦାୟ ନେଇଛି । ବିସିସିଆଇ (BCCI) ସୋସିଆଲ ମିଡିଆରେ ଦଳର କିଛି ଫଟୋ ସେୟାର କରିଛି ।

ଦକ୍ଷିଣ ଆଫ୍ରିକା ଅଭିମୁଖେ ଟିମ୍ ଇଣ୍ଡିଆ, BCCI ଫଟୋରୁ ବିରାଟ ନିଖୋଜ

About the Author