Team India Squad: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କଲା ବିସିସିଆଇ, ପ୍ରତ୍ୟାବର୍ତ୍ତନ କଲେ ଏହି ଅଭିଜ୍ଞ ଖେଳାଳି

Team India Squad for Test Series against South Africa: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ବିସିସିଆଇର ବରିଷ୍ଠ ଚୟନ କମିଟି ଭାରତୀୟ ଦଳ ଘୋଷଣା କରିଛି। ଇଂଲଣ୍ଡ ଗସ୍ତରେ ଆହତ ହୋଇଥିବା ରିଷଭ ପନ୍ତ ଫିଟ୍ ହେବା ପରେ ଟେଷ୍ଟ ଦଳକୁ ଫେରିଛନ୍ତି।

Team India Squad: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କଲା ବିସିସିଆଇ, ପ୍ରତ୍ୟାବର୍ତ୍ତନ କଲେ ଏହି ଅଭିଜ୍ଞ ଖେଳାଳି
Image Credit: Team India Squad for Test Series against South Africa

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More