ଇଂଲଣ୍ଡ ବିପକ୍ଷରେ ODI ଓ T-20 ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ବର୍ତ୍ତମାନ ଏକ ୫ ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବାକୁ ଯାଉଛି । ଏହି ସମୟରେ ECB ଭାରତ ଓ ଇଂଲଣ୍ଡ ମଧ୍ୟରେ ODI ଏବଂ T-20 ସିରିଜ୍ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି ।

ଇଂଲଣ୍ଡ ବିପକ୍ଷରେ ODI ଓ T-20 ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ, ଦେଖନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ
Image Credit: (ଫାଇଲ ଫଟୋ)

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments