Test Twenty: କ୍ରିକେଟରେ ଯୋଡିବାକୁ ଯାଉଛି ଏକ ନୂଆ ଫର୍ମାଟ୍, ଜାଣନ୍ତୁ କ'ଣ ଏହି 'ଟେଷ୍ଟ ଟ୍ୱେଣ୍ଟି'?

Test Twenty: ଟେଷ୍ଟ, ODI ଏବଂ T20 ପରେ ଏବେ କ୍ରିକେଟ୍ ଜଗତରେ ଏକ ନୂତନ ଫର୍ମାଟ୍ ଯୋଡି ହେବାକୁ ଯାଉଛି। ଏହି ଫର୍ମାଟର ନାମ 'ଟେଷ୍ଟ ଟ୍ୱେଣ୍ଟି'। ଟେଷ୍ଟ, ODI ଏବଂ T20 ପରେ ଏହା ଖେଳର ଚତୁର୍ଥ ଫର୍ମାଟ୍ ହେବ।

Test Twenty: କ୍ରିକେଟରେ ଯୋଡିବାକୁ ଯାଉଛି ଏକ ନୂଆ ଫର୍ମାଟ୍, ଜାଣନ୍ତୁ କ'ଣ ଏହି 'ଟେଷ୍ଟ ଟ୍ୱେଣ୍ଟି'?
Image Credit: Test Twenty cricket

About the Author