Virat Anushka Baby: କାହିଁକି ପୁଅର ଏଭଳି ନାଁ ରଖିଲେ ବିରାଟ ଓ ଅନୁଷ୍କା?

Virat Anushka 2nd Baby: ଦ୍ୱିତୀୟ ସନ୍ତାନର ପିତାମାତା ହୋଇଛନ୍ତି କ୍ରିକେଟର ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମା । ଶିଶୁପୁତ୍ର ଜନ୍ମ ହୋଇଥିବା ନେଇ ଉଭୟ ବିରାଟ ଓ ଅନୁଷ୍କା ସୋସିଆଲ୍ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ।

Virat Anushka Baby: କାହିଁକି ପୁଅର ଏଭଳି ନାଁ ରଖିଲେ ବିରାଟ ଓ ଅନୁଷ୍କା?

About the Author