Virat KohliCentury: ରାଞ୍ଚି ପରେ ରାୟପୁରରେ କମାଲ କଲେ ବିରାଟ, ମାରିଲେ ୫୩ତମ ଦିନିକିଆ ଶତକ

Virat Kohli Smashes 53rd ODI Century: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ବିରାଟ କୋହଲିଙ୍କ ଏକ ଚମତ୍କାର ଶତକ ମାରିଛନ୍ତି।

Virat KohliCentury: ରାଞ୍ଚି ପରେ ରାୟପୁରରେ କମାଲ କଲେ ବିରାଟ, ମାରିଲେ ୫୩ତମ ଦିନିକିଆ ଶତକ
Image Credit: Virat Kohli Smashes 53rd ODI Century

About the Author

Jagdish Barik

Jagdish Barik

Jagdish Barik is a Senior Sub-Editor at Zee News with over 8 years of experience, covering sports, geopolitics, and key regional and national developments

Read More