Yashasvi Jaiswal ବଜାଇଲେ ବେସବଲ ବୋଲିଂର ବ୍ୟାଣ୍ଡ, ଧୁଆଁଧାର ବ୍ୟାଟିଂ କରି ହାସଲ କଲେ ଶତକ

Yashasvi Jaiswal Century: ବାମହାତୀ ଓପନର୍ ଯଶସ୍ୱୀ ଜୈସୱାଲ୍ ବେସବଲ୍ ବୋଲିଂ ବ୍ୟାଣ୍ଡ୍ ବଜାଇଛନ୍ତି। ରାଜକୋଟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ସେ ଏକ ଧୁଆଁଧାର ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ୟାରିୟରର ଏହା ହେଉଛି ତାଙ୍କର ତୃତୀୟ ଶତକ।

Yashasvi Jaiswal ବଜାଇଲେ ବେସବଲ ବୋଲିଂର ବ୍ୟାଣ୍ଡ, ଧୁଆଁଧାର ବ୍ୟାଟିଂ କରି ହାସଲ କଲେ ଶତକ
Image Credit: Yashasvi Jaiswal 3rd Test Century

About the Author