ଭୂତ ଖାଉଥିଲେ ରାସନ୍; ନୂଆ ରାସନକାର୍ଡ ଅପେକ୍ଷାରେ ୬ ଲକ୍ଷ ହିତାଧିକାରୀ

Ration card: ଗୃହରେ ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ମୋଟ ୩ କୋଟି ୩୬ ଲକ୍ଷ ୩୫ ହଜାର ୯୧୮ ରାସନ ହିତାଧିକାରୀ ରହିଥିବା ବେଳେ ଏଯାବତ୍ ୨ କୋଟି ୬୯ ଲକ୍ଷ ୨୩ ହଜାର ୮୩୦ ହିତାଧିକାରୀଙ୍କ କେୱାଇସି ଯାଞ୍ଚ ସାରିଲାଣି। ଏଥିସହିତ ୬ ଲକ୍ଷ ୧୯ ହଜାର ୮୩୬ ନୂଆ କାର୍ଡ ପାଇଁ ଆବେଦନ କରିଥିବା ବେଳେ ଅପେକ୍ଷାରେ ଅଛନ୍ତି। ମୋଟ ୧ ଲକ୍ଷ ୭୭ ହଜାର ୬୮ ମୃତ ହିତାଧିକାରୀ ଠାବ ହୋଇଥିବା ବେଳେ ସେମାନଙ୍କୁ କଟାଟାଇ ତାଙ୍କ ସ୍ଥାନରେ ନୂଆ ହିତାଧିକାରୀଙ୍କୁ ସାମିଲ କରାଯିବ।

ଭୂତ ଖାଉଥିଲେ ରାସନ୍; ନୂଆ ରାସନକାର୍ଡ ଅପେକ୍ଷାରେ ୬ ଲକ୍ଷ ହିତାଧିକାରୀ

About the Author