Mock Drill: ଯୁଦ୍ଧ ସ୍ଥିତିରେ ସୁରକ୍ଷା ଚିନ୍ତା: ପ୍ରସ୍ତୁତି ବୈଠକ ଶେଷ, ଆସନ୍ତାକାଲି ବାଜିବ ସାଇରନ୍

ଭୁବନେଶ୍ୱର: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧକୁ ଆଶଙ୍କା କରି ରାଜ୍ୟମାନଙ୍କରେ ମକ ଡ୍ରିଲ କରିବାକୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହି କ୍ରମରେ ଆସନ୍ତା କାଲି ଓଡ଼ିଶାରେ ୧୨ଟି ସ୍ଥାନରେ ମକଡ୍ରିଲ କରାଯିବ। ଏନେଇ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ପ୍ରଦାନ କରିଛନ୍ତି। ଆସନ୍ତାକାଲି ବୁଧବାର ମଇ ୭ ତାରିଖ ଅପରାହ୍ଣରେ ଏହି ମକ

Mock Drill: ଯୁଦ୍ଧ ସ୍ଥିତିରେ ସୁରକ୍ଷା ଚିନ୍ତା: ପ୍ରସ୍ତୁତି ବୈଠକ ଶେଷ, ଆସନ୍ତାକାଲି ବାଜିବ ସାଇରନ୍

About the Author