Odisha News: ପଟିଲୋ ଗାଁରେ ଡାଇରିଆ ଆତଙ୍କ, ୨ ମୃତ!

Odisha News: ଡାଇରିଆ ଆତଙ୍କ । ଦୁଇ ମୃତ ,ଅନେକ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଜିଲ୍ଲା ସ୍ବାସ୍ଥ୍ଯ ଟିମ୍ ପହଞ୍ଚି ପରଖିଲା ସ୍ଥିତି। ଘସିପୁ୍ରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ ପଟିଲୋ ଗାଁରେ ଦୁଇ ଦିନ ହେଲା ଡାଇରିଆ ଆତଙ୍କ ଲାଗି ରହିଛି।

Odisha News: ପଟିଲୋ ଗାଁରେ ଡାଇରିଆ ଆତଙ୍କ, ୨ ମୃତ!

About the Author