Road Accident: ଭାରସାମ୍ୟ ହରାଇ ପୋଖରୀକୁ ଖସି ପଡିଲା କାର୍,ଘଟଣାସ୍ଥଳରେ ୨ମୃତ

(ଗଂଜାମ/ପ୍ରେମାନନ୍ଦ ପୂଜାରି)Road Accident: ଏମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଯାଏ ସବୁ କିଛି। କ୍ଷଣିକ ମଧ୍ୟରେ ଚୁନା ହୋଇଯାଏ ଅନେକ ସ୍ବପ୍ନ। ଭାରସାମ୍ୟ ହରାଇ ପୋଖରୀକୁ ଖସି ପଡିଲା କାର୍। ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି ।

Road Accident: ଭାରସାମ୍ୟ ହରାଇ ପୋଖରୀକୁ ଖସି ପଡିଲା କାର୍,ଘଟଣାସ୍ଥଳରେ ୨ମୃତ

About the Author