Odisha News: ୪୧,୦୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆରମ୍ଭ ହୋଇଛି ରେଳ ପ୍ରକଳ୍ପ ପୁନଃନିର୍ମାଣ କାର୍ଯ୍ୟ

Odisha News: ସମୁଦାୟ ୪୧,୦୦୦ କୋଟି ଟଙ୍କା ବ୍ୟୟରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 554 ରେଳଷ୍ଟେସନ ଏବଂ 1500 ROB / RUBs ପ୍ରକଳ୍ପ ଗୁଡିକର ପୁନଃନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ପକାଇଛନ୍ତି। ଅମୃତ ଭାରତ ଯୋଜନା ଅଧୀନରେ ସମୁଦାୟ ୩୨୬୮ କୋଟିବ୍ୟୟରେ ଓଡିଶାର ୫୭ଟି ଷ୍ଟେସନର ପୁନନିର୍ମାଣ କରାଯାଉଛି।

Odisha News: ୪୧,୦୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାରେ ଆରମ୍ଭ ହୋଇଛି ରେଳ ପ୍ରକଳ୍ପ ପୁନଃନିର୍ମାଣ କାର୍ଯ୍ୟ

About the Author