Odisha News: ବନ୍ଦ ହେଲା ହୀରାକୁଦର ଚାରୋଟି ଗେଟ୍

(ଅଜୟ କୁମାର ନାଥ, ସମ୍ବଲପୁର) Odisha News: ବନ୍ଦ ହେଲା ହୀରାକୁଦର ଚାରୋଟି ଗେଟ୍ । ଏବେ ହୀରାକୁଦ ଜଳଭଣ୍ଡାରରୁ ସମୁଦାୟ ୧୬ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି।ବାମ ପଟର ୧୧ ଟି ଓ ଡାହାଣ ପଟର ୫ ମିଶି ସମୁଦାୟ ୧୬ ଟି ଗେଟ ଖୋଲା ଯାଇଛି। ଆଜି ସକାଳ ୯ ଟା ସୁଦ୍ଧା ୧୬ ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ସକାଳ ନ ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ର ଜଳ ସ୍ତର ୬୨୭.୯୭ ଘନଫୁଟ୍ ରହିଥିବା ସୂଚନା ମିଳିଛି।

Odisha News: ବନ୍ଦ ହେଲା ହୀରାକୁଦର ଚାରୋଟି ଗେଟ୍

About the Author