)
ଭୁବନେଶ୍ୱର: ରାଜ୍ୟ ପୋଲିସ ମୁଖ୍ୟାଳୟର କାର୍ଯ୍ୟାଳୟ ସୂଚନା ଅନୁଯାୟୀ ପୋଲିସ ଇନ୍ସପେକ୍ଟର ପଦବୀକୁ ପଦୋନ୍ନତି ପାଇଥିବା ୪୭୫ଜଣ ଇନ୍ସପେକ୍ଟରମାନଙ୍କୁ ଖାଲି ପଦବୀ, ପ୍ରଶାସନିକ ଆବଶ୍ୟକତା ଏବଂ ସାଧାରଣ ସେବା ସ୍ୱାର୍ଥକୁ ଦୃଷ୍ଟିରେ ନିଯୁକ୍ତି ଦିଆଯାଇଛି।
ରାଜେଶ ଚନ୍ଦ୍ର ସାମନ୍ତରାୟଙ୍କୁ ପୋଲିସ କମିଶନରେଟରୁ ବଦଳି କରାଯାଇ EOW ଭୁବନେଶ୍ୱର, ସୁଧାଂଶୁ ଶେଖର ପରିଡାଙ୍କୁ ସ୍ପେଶାଲ ବ୍ରାଞ୍ଚ, ଅର୍ଚ୍ଚନା ଛୋଟରାୟଙ୍କୁ ଝାରସୁଗୁଡା, ଶିବ ଶଙ୍କର ଅଳଦାଙ୍କୁ କେନ୍ଦୁଝରରୁ ରାଉରକେଲା, ସୁଲୋଚନା ପ୍ରଧାନଙ୍କୁ କୋରାପୁଟ, ସୁନୀଲ କୁମାର ସ୍ୱାଇଁଙ୍କୁ କୋରାପୁଟରୁ ମାଲକାନଗିରି, ମୀନତି କୁମାରୀ ନାୟକଙ୍କୁ ପୋଲିସ କମିଶନରେଟରୁ ନୟାଗଡ, ସସ୍ମିତା ଧଳଙ୍କୁ ପୁରୀ, ପ୍ରତିମା ପୁହାଣଙ୍କୁ ଝଗତସିଂହପୁର, ପ୍ରମିଳା ପ୍ରଭାଙ୍କୁ ପୋଲିସ କମିଶନରେଟ୍, ରଶ୍ମୀତା ସାହୁଙ୍କୁ ଜଗତସିଂହପୁର, ପ୍ରଭା ସିମରନ ସଂହଙ୍କୁ ରାଉରକେଲା, ପୂର୍ଣ୍ଣଚନ୍ଦ୍ର କିଶନଙ୍କୁ PTI Byree, ଦେବର୍ଚ୍ଚନ ମିଦ୍ରାଙ୍କୁ ସମ୍ୱଲପୁର, ୱେଲସନ କିରୋଙ୍କୁ ସ୍ପେଶାଲ ବ୍ରାଞ୍ଚ, ପ୍ରବୀଣ କୁମାର କୁଆଁରଙ୍କୁ ବିଟିଆଇ ବୁର୍ଲା, ପ୍ରଦୀପ କୁମାର ସେଠୀଙ୍କୁ ବିଟିଆଇ ବୁର୍ଲା, ପ୍ରଦୀପ କୁମାର ସାମଲଙ୍କୁ CAW&CW, ପ୍ରଦ୍ୟୁମ୍ନ କୁମାର ନନ୍ଦଙ୍କୁ cid, cdରେ ଦାୟିତ୍ୱ ମିଳିଛି ।
ଖବର ଅପଡେଟ୍ କରାଯାଉଛି...