Odisha News: ସାଇବର ଠକେଇ ଅଭିଯୋଗରେ ୫ ଆନ୍ତଃରାଜ୍ୟ ଠକ ଗିରଫ

କେନ୍ଦୁଝର: ୧କୋଟି ଊର୍ଦ୍ଧ୍ୱ ଟଙ୍କାର ସାଇବର୍ ଠକେଇ ଅଭିଯୋଗରେ ୫ଜଣ ଆନ୍ତଃରାଜ୍ୟ ଠକଙ୍କୁ ଗିରଫ କରିଛି କେନ୍ଦୁଝର ଟାଉନ୍ ଥାନା ପୋଲିସ । ଝାଡ଼ଖଣ୍ଡର ନାରାୟଣପୁର ଓ ଜମତାରା ଲିଙ୍କ ଥିବା ଏକ ଆନ୍ତଃରାଜ୍ୟ ସାଇବର୍ ଠକ ଗ୍ୟାଙ୍ଗ୍ ର ୫ଜଣଙ୍କୁ ଗିରଫ କରିଛି ପୋଲିସ। ଏମାନଙ୍କଠାରୁ ୨ଟି ବାଇକ୍, ୬ଟି ମୋବାଇଲ୍ ଫୋନ୍, ୩୮ଟି ATM କାର୍ଡ ଓ ୯୧ଟି SIM କାର୍ଡ

Odisha News: ସାଇବର ଠକେଇ ଅଭିଯୋଗରେ ୫ ଆନ୍ତଃରାଜ୍ୟ ଠକ ଗିରଫ

About the Author