Advertisement
Article Detail0/zeeodisha/odisha2837287
Zee OdishaOdisha Stateରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନିୟୋଜିତ ହେବେ ୫୦ ପ୍ଲାଟୁନ୍ ଫୋର୍ସ

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନିୟୋଜିତ ହେବେ ୫୦ ପ୍ଲାଟୁନ୍ ଫୋର୍ସ

୧୪ ତାରିଖ ଦିନ AIIMS ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ନିୟୋଜିତ ହେବେ ୫୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ଜୁଲାଇ ୧୪ରେ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରସ୍ତୁତି ଚଳାଇଛି କମିଶନରେଟ୍ ପୋଲିସ । ସୁରକ୍ଷା ପାଇଁ ନିୟୋଜିତ ହେବେ ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ।

ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ରାଜଭବନ ସମେତ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ । ରବିବାର ଦିନ କମିଶରନରେଟ୍‌ ପୋଲିସ ପକ୍ଷରୁ ଏକ କାର୍‌କେଡ୍ ରିହର୍ସଲ୍ କାର୍ଯ୍ୟକ୍ରମ ରହିଛି । ୧୪ ତାରିଖ ଦିନ AIIMS ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

Also Read- Weekly Tarot Reading: ନୂଆ ସପ୍ତାହରେ ଧନ ଯୋଗ, ଜାଣନ୍ତୁ କେମିତି ରହିବ ଭାଗ୍ୟ

Add Zee News as a Preferred Source

Also Read- Curd Benefits: ପ୍ରତିଦିନ ଦହି ଖାଇଲେ ଦେହର ଏହି ୭ଟି ସମସ୍ୟା ହେଇଯାଏ ଦୂର

About the Author