Odisha Assembly Session: ହାତୀ ସହ ଲଢି ୬୪୬ ମୃତ

ବିଗତ ୫ ବର୍ଷ ମଧ୍ୟରେ ମଣିଷ ଓ ହାତୀ ସଂଘର୍ଷ ଦ୍ୱାରା ୬୪୬ ମଣିଷଙ୍କର ମୃତ୍ୟୁ ଘଟିଛି। ସେହିପରି ମଣିଷଙ୍କ ଆକ୍ରମଣରେ ୧୫୧ଟି ହାତୀ ପ୍ରାଣ ହରାଇଥିବା ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି। ବିଧାୟକ ସଞ୍ଜଳୀ ମୁର୍ମୁଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଏହି ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ସାଧାରଣତଃ ଖାଦ୍

Odisha Assembly Session: ହାତୀ ସହ ଲଢି ୬୪୬ ମୃତ

About the Author