Odisha News: ୮ କୋଟିର ତରଳ ଗଞ୍ଜେଇ ଜବତ, ଫିଲ୍ମ ଷ୍ଟାଇଲ୍ ରେ ହେଉଥିଲା ଚାଲାଣ

Odisha News: ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ନିଶାଦ୍ରବ୍ୟ ଚୋରାଚାଲଣ। ନିକଟରେ ରିଲିଜ ହୋଇଥିବା ବଲିଉଡ ମୁଭି "ଘାଟି" ସିନେମା ଷ୍ଟାଇଲରେ ୮ଟି ମୋଟର ସାଇକେଲରେ ତରଳ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ମାଡି ବସିଥିଲା ମାଲକାନଗିରି ଜିଲ୍ଲା ପୋଲିସ ।

Odisha News: ୮ କୋଟିର ତରଳ ଗଞ୍ଜେଇ ଜବତ, ଫିଲ୍ମ ଷ୍ଟାଇଲ୍ ରେ ହେଉଥିଲା ଚାଲାଣ

About the Author