ଓଡ଼ିଶା ଯାତ୍ରୀରେ ‘ଆମ ବସ୍’ ଏବଂ ଚିଲିକା ଡଙ୍ଗା’ ଟିକେଟ୍‍

ଏବେ ଆପଣ ଡାଉନ୍‍ ଲୋଡ୍‍ କରିଥିବା ‘ଓଡ଼ିଶା ଯାତ୍ରୀ ଆପ୍‍କୁ ଅପଡେଟ କଲେ ଏହି ଫିଚର ଉପଲବ୍ଧ ହୋଇପାରିବ। ଏହା ଯାତ୍ରୀଙ୍କୁ ଜଳ ଏବଂ ସ୍ଥଳରେ ନିରାପଦ, ବିଶ୍ୱସନୀୟ ଏବଂ ଅଧିକ ସୁଗମତା ନିଶ୍ଚିତ କରିପାରିବ ବୋଲି ବିଭାଗ ଆଶା କରିଛି।

ଓଡ଼ିଶା ଯାତ୍ରୀରେ ‘ଆମ ବସ୍’ ଏବଂ ଚିଲିକା ଡଙ୍ଗା’ ଟିକେଟ୍‍

About the Author