Daitari Panda: ‘ଭାବପ୍ରବଣତା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ କହି ଦେଇଥିଲି’

Daitari Panda: ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥଙ୍କ ସହ ତୁଳନା କରି ଟ୍ରୋଲର ଶିକାର ହୋଇଥିଲେ ଯାତ୍ରା ଜଗତର ପ୍ରଖ୍ୟାତ ଭିଲେନ କଳାକାର ଦୈତାରୀ ପଣ୍ଡା। ବିଭିନ୍ନ ମହଲରୁ ସମାଲୋଚନା ହେବା ପରେ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ କ୍ଷମା ମାଗିଲେ ଦୈତାରୀ ପଣ୍ଡା।

Daitari Panda: ‘ଭାବପ୍ରବଣତା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ କହି ଦେଇଥିଲି’

About the Author