Advertisement
Article Detail0/zeeodisha/odisha2779328
Zee OdishaOdisha StatePuri News: ଭାରତର ଝଣ୍ଡା ସାରା ବିଶ୍ବରେ ଉଚ୍ଚ ହେଉ

Puri News: 'ଭାରତର ଝଣ୍ଡା ସାରା ବିଶ୍ବରେ ଉଚ୍ଚ ହେଉ'

Puri News: ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ଦୀପେନ୍ଦର୍ ସିଂହ ହୁଡ଼ା,କଂଗ୍ରେସ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ । ସେନା ବାହିନୀ ର ପରାକ୍ରମକୁ ସମ୍ମାନ ଜଣାଇ ଭୁବନେଶ୍ବରରେ ଜୟ ହିନ୍ଦ୍ ସଭା କରିଛି କଂଗ୍ରେସ ।

Puri News: 'ଭାରତର ଝଣ୍ଡା ସାରା ବିଶ୍ବରେ ଉଚ୍ଚ ହେଉ'

Puri News: ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଦସ୍ୟ ଦୀପେନ୍ଦର୍ ସିଂହ ହୁଡ଼ା,କଂଗ୍ରେସ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲୁ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଦାସ । ସେନା ବାହିନୀ ର ପରାକ୍ରମକୁ ସମ୍ମାନ ଜଣାଇ ଭୁବନେଶ୍ବରରେ ଜୟ ହିନ୍ଦ୍ ସଭା କରିଛି କଂଗ୍ରେସ ।ସଭା ଶେଷ ପରେ ମହାପ୍ରଭୁଙ୍କ ଦର୍ଶନ ସାନିଧ୍ୟ ନେଇଛନ୍ତି କଂଗ୍ରେସ ନେତା ।ଭକ୍ତ ଦାସ କହିଛନ୍ତି ହଜାର ହଜାର ଭକ୍ତଙ୍କ ଗହଳି ଭିତରେ ବି ମହାପ୍ରଭୁଙ୍କ ଦର୍ଶନ ସୌଭାଗ୍ୟ ପାଇବା ଦୁର୍ଲଭ ଥିଲା ।ମହାପ୍ରଭୁ ସମସ୍ତଙ୍କ ଜୀବନରେ ଶାନ୍ତି ସମୃଦ୍ଧି ଭରିଦେବା ସହ ଭାରତୀୟ ସେନାକୁ ବଳ ମିଳୁ ବୋଲି ପ୍ରାର୍ଥନା କରିଛି କହିଛନ୍ତି ଭକ୍ତ ।ରାହୁଲ ଓ ଖ ଡ୍ ଗେ ଙ୍କ ନିର୍ଦ୍ଦେଶରେ ଜୟ ହିନ୍ଦ୍ ସଭା ସଫଳ ହୋଇଛି ।ଭାରତର ଗୌରବମୟ କଥା ସାରା ବିଶ୍ବରେ ପ୍ରଚାର ଏ ସନ୍ଦେଶ ସବୁ ଭାରତୀୟ ଙ୍କ ପାଖକୁ ଯାଇଛି ।ସେପଟେ ଦୀପେନ୍ଦର କହିଛନ୍ତି ସମଗ୍ର ଭାରତୀୟ ସେନା ସହ ଏକଜୁଟ ହୋଇ ଅଛନ୍ତି ।ଭାରତର ଝାଣ୍ଡା ସାରା ବିଶ୍ବରେ ଉଚ୍ଚ ହେଉ ,ତାହା ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି ।

 

Add Zee News as a Preferred Source
About the Author