Anla Navami 2025: ଏହି ଦିନ ପଡ଼ୁଛି ପବିତ୍ର ଅଁଳା ନବମୀ, ସାକ୍ଷୀଗୋପାଳ ମନ୍ଦିରରେ ରାଧାରାଣୀଙ୍କର ପାଦ ଦର୍ଶନ

Anla Navami 2025: ଅଁଳା ନବମୀ ଦିନ ପ୍ରଶାସନ ପକ୍ଷରୁ ସତ୍ୟବାଦୀରେ ତିନି କିଲୋମିଟର ପରିଧି ମଧ୍ୟରେ ଅବକାରୀ ଦୋକାନ ଅର୍ଥାତ ମଦଦୋକାନ, ଭାଙ୍ଗ, ଚୋରା ମଦ ଦୋକାନ,ବିୟର ବାର ଆଦି ଦୋକାନ ସବୁ ବନ୍ଦ କରିବାକୁ ଦାବି କରିଛନ୍ତି। ପୁରୀ ସଦର ନିର୍ବାଚନମଣ୍ଡଳୀର ସମ୍ପାଦୀକା ସନ୍ଧ୍ୟା କୁମାରୀ ଦାଶଙ୍କ ନେତୃତ୍ୱରେ ଏକ ଟିମ୍ ଜିଲ୍ଲାପାଳଙ୍କୁ ଭେଟି ଅବକାରୀ ଦୋକାନ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି।

Anla Navami 2025: ଏହି ଦିନ ପଡ଼ୁଛି ପବିତ୍ର ଅଁଳା ନବମୀ, ସାକ୍ଷୀଗୋପାଳ ମନ୍ଦିରରେ ରାଧାରାଣୀଙ୍କର ପାଦ ଦର୍ଶନ

About the Author